କେନ୍ଦ୍ର ସରକାର ୧୧୮ ଆପ୍ ଉପରେ କଟକଣା ଲଗାଇଛନ୍ତି । ଦେଶର ସାର୍ବଭୈାମ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବୈଦୁତିକ ଓ ସୁଚନା ପ୍ରଜୁକ୍ତି ବିଦ୍ୟା ମନ୍ତ୍ରାଣାଳୟ ନିଜ ଅଧିକାର ପ୍ରୟୋଗ କରି ଏହି ସବୁ ଚାଇନିଜ ଆପ୍ ବ୍ୟାନ କରିଛନ୍ତି । ଏହି ଆପ୍ ବିରୋଧରେ ଅନେକ ଉତ୍ସରୁ ଅଭିଯୋଗ ଆସିଥିଲା ।ଏହି ସବୁ ଆପ୍ ଭାରତର ସାର୍ବଭୈାମ ,ରକ୍ଷା ଓ ରାଜ୍ୟର ସୁରକ୍ଷା ଏବଂ ପବ୍ଲିକ୍ ଅର୍ଡର ବିରୋଧୀ ଗତିବିଧୀରେ ସାମିଲ ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0