ଭୁବନେଶ୍ୱର ; ଆଜି ସମୁଦାୟ ୩୦ ଜିଲ୍ଲାରୁ ୩୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୭୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ରହିଛି ମୟୂରଭଞ୍ଜ ।
Covid-19 Report For 2nd September
New Positives Cases: 3631
In quarantine: 2214
Local contacts: 1417(Details of local contacts will be shared by concerned Dist Administration)
District Wise Cases
1. Angul: 41
2. Balasore: 114
3. Bargarh: 238
4. Bhadrak: 186
5. Balangir: 39— I & PR Department, Odisha (@IPR_Odisha) September 3, 2020
6. Boudh: 27
7. Cuttack: 370
8. Deogarh: 11
9. Dhenkanal: 56
10. Gajapati: 9
11. Ganjam: 107
12. Jagatsinghpur: 79
13. Jajpur: 127
14. Jharsuguda: 80
15. Kalahandi: 27
16. Kandhamal: 44
17. Kendrapada: 85
18. Keonjhar: 80
19. Khurda: 722
20. Koraput: 93
21. Malkangiri: 55— I & PR Department, Odisha (@IPR_Odisha) September 3, 2020
ମୟୂରଭଞ୍ଜ ଜିଲ୍ଲାରୁ ୩୬୫ ଜଣ ଚିହ୍ନଟ ହେଇଥିବା ବେଳେ, ନୟାଗଡ଼ ଜିଲ୍ଲାରୁ ୧୦୦, ଗଞ୍ଜାମ ଜିଲ୍ଲାରୁ ୧୦୭, ବଲାଙ୍ଗୀର ଜିଲ୍ଲାରୁ ୩୯, ବାଲେଶ୍ବର ଜିଲ୍ଲାରୁ ୧୧୪, କୋରାପୁଟ ଜିଲ୍ଲାରୁ ୯୩, ଭଦ୍ରକ ଜିଲ୍ଲାରୁ ୧୮୬, ରାୟଗଡ଼ା ଜିଲ୍ଲାରୁ ୧୧୧, ପୁରୀ ଜିଲ୍ଲାରୁ ୧୫୭, ସୁନ୍ଦରଗଡ଼ ଜିଲ୍ଲାରୁ ୯୫, ଜଗତସିଂହପୁର ଜିଲ୍ଲାରୁ ୭୯, ସମ୍ବଲପୁର ଜିଲ୍ଲାରୁ ୬୮, କଳାହାଣ୍ଡି ଜିଲ୍ଲାରୁ ୨୭, ଯାଜପୁର ଜିଲ୍ଲାରୁ ୧୨୭, କନ୍ଧମାଳ ଜିଲ୍ଲାରୁ ୪୪, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୫, ମାଲକାନଗିରି ଜିଲ୍ଲାରୁ ୫୫, ଗଜପତି ଜିଲ୍ଲାରୁ ୯, ଝାରସୁଗୁଡ଼ା ଜିଲ୍ଲାରୁ ୮୦, ଢେଙ୍କାନାଳ ଜିଲ୍ଲାରୁ ୫୬, ନବରଙ୍ଗପୁର ଜିଲ୍ଲାରୁ ୪୬, କେନ୍ଦୁଝର ଜିଲ୍ଲାରୁ ୮୦, ସୁବର୍ଣ୍ଣପୁର ଜିଲ୍ଲାରୁ ୫୦, ଅନୁଗୁଳ ଜିଲ୍ଲାରୁ ୪୧, ବରଗଡ଼ ଜିଲ୍ଲାରୁ ୨୩୮, ନୂଆପଡ଼ା ଜିଲ୍ଲାରୁ ୪୯, ଦେବଗଡ଼ ୧୧ ଓ ବୌଦ୍ଧ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୮୪,୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୭୬୩ ରହିଛି।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0