ରାଉରକେଲା: ବଜରଙ୍ଗ ଦଳର କର୍ମୀମାନେ ଏକ ଗୋରୁ ବୋଝେଇ ପିକ୍ଅପକୁ ଧରି ପୁଲିସ୍ ଜିମା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଖତକୁରବାହାଲରୁ ବନ୍ଧମୁଣ୍ଡା ଦେଇ ବିଶ୍ରାକୁ ଗୋଚାଲାଣ ହେଉଥିବା ୫ଟି ଗୋରୁ ବୋଝେଇ ପିକଅପକୁ ଧରିବା ଲାଗି ବଜରଙ୍ଗ ଦଳର କର୍ମୀମାନେ ପିଛା କରିଥିଲେ। ହେଲେ ସେଥିମଧ୍ୟରୁ ଗୋଟିଏ ଗାଡ଼ିକୁ ଧରି ବନ୍ଧମୁଣ୍ଡା ପୁଲିସର ଜିମା ଦେଇଥିଲେ କ୍ଷ ଅନ୍ୟ ଚାରିଟି ଗୋରୁ ବୋଝେଇ ଗାଡ଼ି ଫେରାର ହୋଇଯାଇଥିଲେ କ୍ଷ କିନ୍ତୁ ଜବତ ଗାଡ଼ିର ଡ୍ରାଇଭର, ହେଲପର୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଜବତ ଗାଡ଼ିରୁ ୭ଟି ଗୋରୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0