ଦେବଗଡ : ଦେବଗଡ ଥାନା ଅନ୍ତର୍ଗତ ଚିଲାଣ୍ଟିଖୋଳ ଗାଁରେ ଅଘଟଣ ଘଟିଯାଛି। ଘରେ ଥିବା ବୋମା ଫାଟି ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସନ୍ତୋଷ ପଟ୍ଟା ଓ ରଞ୍ଜି ଭୋଇ ବୋଲି ଜଣାପଡିଛି । ଘରେ ବାର୍ହା ମାରିବା ଗୋଳା ରଖାଯାଇଥିଲା । କିନ୍ତୁ ତାହା ବିସ୍ଫୋରଣ ଘଟି ଘରେ ଥିବା ୨ଜଣଙ୍କ ମୃତ୍ୟୁ ହୋଇଯାଇଛି ।

Visitors Today : 6
Total Visitors : 130175
Total Views : 9891622
Visitors Online Now : 0