ରାଇରଙ୍ଗପୁର: ସାସଂଦ ଭାବରେ ନିଜର ପ୍ରଥମ ବାର୍ଷିକ ରିପୋର୍ଟ କାର୍ଡ ପ୍ରବାଦ କଲେ ମୟୁରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁ । ରାଇରଙ୍ଗପୁର ଡାକ ବଙ୍ଗଳରେ ସାମ୍ବାଦିକ ସମ୍ମିଳନୀ ଡକାଇ ସେ ସାନ୍ତାଳୀ ଅଲଚିକିରେ ନିଜର ରିପୋର୍ଟ କର୍ଡେ ପ୍ରଦାନ କରିଛନ୍ତି । ପୂର୍ବରୁ ଓଡିଆ ଭାଷାରେ ରିପୋର୍ଟ କାର୍ଡ ପ୍ରବାନ କରିଥିବା ବେଳେ ରାଇରଙ୍ଗପୁରରେ ଅଲଚିକିରେ ଛପା ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚନ କରିଛନ୍ତି ।



Visitors Today : 5
Total Visitors : 130180
Total Views : 9891630
Visitors Online Now : 0