ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହି ୩୦୩୪ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୯୩୯୮କୁ ବୃଦ୍ଧି ଘଟିଛି । ସୁସ୍ଥ ହୋଇଥିବା ଏହି ୩୦୩୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୯୨ ଜଣ ରହିଥିବା ବେଳେ, କଟକ ରୁ ୧୫୦ ଜଣ, ମୟୁରଭଞ୍ଜରୁ ୨୪୨ ଜଣ, ଗଞ୍ଜାମରୁ ୧୫୪ ଜଣ, ରାୟଗଡ଼ାରୁ ୧୩୯ ଜଣ, କୋରାପୁଟରୁ ୭୯ ଜଣ, ପୁରୀରୁ ୫୮ ଜଣ, ଜଗତସଂହପୁରରୁ ୫୭ ଜଣ, ଭଦ୍ରକରୁ ୪୨ ଜଣ, ଯାଜପୁରରୁ ୭୯ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୮୦ ଜଣ, ବରଗଡ଼ରୁ ୧୬୮ ଜଣ, ବାଲେଶ୍ୱରରୁ ୯୭ ଜଣ, ସମ୍ବଲପୁରରୁ ୮୩ ଜଣ, କେଉଁଝରରୁ ୯୫ ଜଣ, ନୟାଗଡ଼ରୁ ୩୧ ଜଣ, ମାଲକାନାଗିରିରୁ ୬୮ ଜଣ, ଢେଙ୍କାନାଳରୁ ୫୬ ଜଣ, ନବରଙ୍ଗପୁରରୁ ୩୫ ଜଣ, ବଲାଙ୍ଗୀରିରୁ ୪୬ ଜଣ, ଝାରସୁଗୁଡ଼ାରୁ ୭୦ଜଣ, ବୈଦ୍ଧରୁ ୨୧ ଜଣ, ସୋନପୁରରୁ ୪୦ ଜଣ ଓ ସୁନ୍ଦରଗଡ଼ରୁ ୯୭ ଜଣ, କଳାହାଣ୍ଡିରୁ ୨୩ ଜଣ, ଗଜପତିରୁ ୨୬ ଜଣ, କନ୍ଧମାଳରୁ ୪୦ ଜଣ, ନୂଆପଡ଼ାରୁ ୧୨ ଜଣ, ଅନୁଗୁଳରୁ ୪୯ ଜଣ, ଦେଓଗଡ଼ରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।



Visitors Today : 1
Total Visitors : 130555
Total Views : 9892108
Visitors Online Now : 0