spot_img

ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ୂମାମଲାରେ ଆଜି ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି । ଡ୍ରଗ୍ସ ଲିଙ୍କରେ ଏନସିବି ତାଙ୍କୁ ଗିରଫ କରିଛି । ପୂର୍ବରୁ ରିୟାଙ୍କ ଭାଇ ଶୌବିକ ଓ ସାମୁଏଲଙ୍କୁ ନାର୍କୋଟିକ୍ସ ବ୍ୟୁରୋ ଗିରଫ କରିଥିବା ବେଳେ ଆଜି ରିୟାଙ୍କୁ ଗିରଫ କରାଯାଇଛି । ପ୍ରାୟ ତିନି ଦିନ ଧରି ଜେରା କରିବା ପରେ ଏନସିବି ରିୟାଙ୍କୁ ଗିରଫ କରିଥିଲା । ଗିରଫ କରାଯିବା ପରେ ତାଙ୍କର ମେଡ଼ିକାଲ ଟେଷ୍ଟ ସହ କରୋନା ଟେଷ୍ଟ କରାଯିବ । ସେପଟେ ରିୟା ସୋମବାର ଦିନ ସୁଶାନ୍ତ ସିଂହଙ୍କ ଭଉଣୀ ପ୍ରିୟଙ୍କାଙ୍କ ନାମରେ ବାନ୍ଦ୍ରା ଥାନାରେ ଏତଲା ଦେଇଥିଲେ । ଯେଉଁଥିପାଇଁ ସୁଶାନ୍ତଙ୍କ ପରିବାର ଏହା ଉପରେ ଆପତ୍ତି ଉଠାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular