ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ପୋଲିସକୁ ବଡ ସଫଳତା । ଏକାସାଙ୍ଗରେ ୨୨ ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ଥାନା ପୋଲିସ ।ଜୁଆ ଆଡ୍ଡାରେ ଚଢାଉ କରି ଏକା ସାଙ୍ଗରେ ୨୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କଠାରୁ ୨୦ଟି ମୋବାଇଲ ଫୋନ ଜବତ କରିବା ସହ ୨ ଲକ୍ଷ ୯୯ ହଜାର ୨୨୦ ଟଙ୍କା ଜବତ ହୋଇଛି ।

ଏମାନଙ୍କ ମଧ୍ୟରେ ହୀରାକୁଦ, ଝାରସୁଗୁଡା, ବ୍ରଜରାଜନଗର ଓ ସମ୍ବଲପୁର ସହରର ବିଭିନ୍ନ ଅଂଚଳର ପେଶାଦାର ଜୁଆଡି ସାମିଲ ଅଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0