spot_img

ଆସନ୍ତା ୧୨ରେ ଅନୁଷ୍ଠିତ ହେବ ମାଇକ୍ରୋ ଇ-ଲୋକ ଅଦାଲତ

କଟକ : ହାଇକୋର୍ଟରେ ସେପ୍ଟେମ୍ବର ୧୨ ତାରିଖ ଦିନ ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତ ଅନୁଷ୍ଠିତ ହେବ। ୧୨ ତାରିଖ ଦିନ ୧୧ଟାରୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମଧ୍ୟରେ ଏହି ଲୋକ ଅଦାଲତରେ ମାମଲା ଗୁଡିକର ଶୁଣାଣି କରାଯାଇ ଆପୋସ ବୁଝାମାଣା ମାଧ୍ୟମରେ ସମାଧାନ କରାଯିବ। ହାଇକୋର୍ଟ ଆଇନସେବା କମିଟି ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular