spot_img

ହଲିଉଡ ଷ୍ଟାର୍ସଙ୍କ ସହ ଟୋରାଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଅତିଥି ସାଜିବେ ତବ୍ବୁ ।

ଫେମସ ଅଭିନେତ୍ରୀ ତବ୍ବୁଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଯାହା ଶୁଣି ସମସ୍ତେ ଖୁସି ହୋଇଯିବେ । କାରଣ ଆସନ୍ତା 15ରେ ସମ୍ମାନଜନକ ଟୋରାଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର TIFF ଶ୍ରଦ୍ଧାଞ୍ଜଳି ପୁରସ୍କାରରେ ବିଜେତାମାନଙ୍କୁ ପରିଚିତ କରାଇବା ପାଇଁ ସେ ହଲିଉଡ ଷ୍ଟାର୍ସଙ୍କ ସହ ଯୋଗ ଦେବେ । ଯାହାର ଘୋଷଣା ଟୋରାଣ୍ଟୋ ଫେଷ୍ଟିଭାଲ ଟ୍ବିଟରରେ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular