ବିବାଦ ଓ ସଲମାନ ଖାନ ପରସ୍ପର ସହ ଜଡିତ । ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ କ୍ରୋଧର ଶିକାର ହେଉ ଆସୁଛନ୍ତି । ଦିନେ ଛଡା ଦିନେ ତାଙ୍କ ଟ୍ରୋଲ ହେବା ଖବର ଚର୍ଚ୍ଚାର ବିଷୟ ପାଲଟୁଛି । ଏବେ ପୁଣିଥରେ ନିଜ ନୂଆ ପୋଷ୍ଟକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି ସେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0