ଅଲବିଦା କହିସାରିଥିବା ଯୁବରାଜ ସିଂ ପୁଣିଥରେ ମୈଦାନକୁ ଫେରିବାକୁ ଚାହୁଁଛନ୍ତି । ତେବେ ଭାରତୀୟ ଟିମ ନୁହେଁ ବରଂ ପଂଜାବ ଲାଗି ଘରୋଇ କ୍ରିକେଟ ମ୍ୟାଚ୍ ଖେଳିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ସେ ବିସିସିଆଇ ର ଅନୁମତି ଲୋଡିଛନ୍ତି । ଏହି ପୁର୍ବତନ ଅଲରାଉଣ୍ତର ଷ୍ଟାର ନିଜର ମନ୍ତବ୍ୟ ବିସିସିଆଇ ମାଧ୍ୟମରେ ସଭାପତି ସୈାରଭ ଗାଙ୍ଗୁଲି ଏବଂ ଜୟ ଶାହଙ୍କୁ ମେଲ୍ କରିଛନ୍ତି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0