ନ୍ୟୁଜ ୬ ବ୍ୟୁରୋ:ଏଣିକି ବଜାରରେ ଉପଲବ୍ଧ ହେବ କରୋନା ଔଷଧ । ସାଧାରଣରେ ବିକ୍ରି ପାଇଁ ଡିସିଜିଆଇ ଅନୁମତି ଦେଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ କିଣିହେବ ଔଷଧ । କେତେକ ସର୍ତ୍ତ ସହ ଫେଭିପିରାଭିର୍ ଟାବଲେଟ୍ ବିକ୍ରିକୁ ଅନୁମତି ମିଳିଛି । ରେମଡେସିଭିର ଇଞ୍ଜେକସନ୍ ବିକ୍ରିକୁ ମଧ୍ୟ ଅନୁମତି ଦିଆଯାଇଛି । ମାତ୍ର ଏହି ଔଷଧ କିଣାବିକା ପାଇଁ ପ୍ରେସ୍କ୍ରିପସନ୍ ଓ ଅନୁମତିପତ୍ର ଆବଶ୍ୟକ ହେବ । ବ୍ୟବହାରକାରୀ ରୋଗୀ କିମ୍ବା ସଂପର୍କୀୟଙ୍କୁ ଏହି ଅନୁମତି ପତ୍ର ଦେବାକୁ ହେବ । ଦୋକାନୀ ପ୍ରେସକ୍ରିପସନ୍ ଓ ଅନୁମତି ପତ୍ରର ଜେରକ୍ସ ରଖି ଔଷଧ ଦେବେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0