ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣାଶୁଣା ଆଇନଜୀବୀ ସତ୍ୟବ୍ରତ ପ୍ରଧାନଙ୍କ ପରଲୋକ ହୋଇଥିବାର ଖବର ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗୁରୁତର ଅବସ୍ଥାରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଫୌଜଦାରୀ ମାମଲା ପରିଚାଳନାରେ ଆଇନଜୀବୀ ସତ୍ୟବ୍ରତ ପ୍ରଧାନଙ୍କ ଅଗାଧ ଦକ୍ଷତା ଥିଲା। ସେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ବହୁ ଗୁରୁତ୍ତ୍ବପୂର୍ଣ୍ଣ ମାମଲାର ପରିଚାଳନା କରିଥିଲେ। ତାଙ୍କ ଅକାଳ ବିୟୋଗରେ ଆଇନଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0