ଭାରତର ସଫଳ ଦ୍ରୁତତମ ବୋଲରଙ୍କ ମଧ୍ୟରୁ ସାମି ଅନ୍ୟତମ । ସାମିଙ୍କ କଠିନ ବୋଲିଂ ଅଭ୍ୟାସକୁ ନେଇ କିଙ୍ଗସ ଇଲେଭେନ ପଞ୍ଜାବର ବୋଲିଂ କୋଚ ଭୂୟସୀ ପ୍ରଶଂସା କରିଛନ୍ତି । ସାମୀଙ୍କ ସଫଳତାର ମୂଳ କାରଣ ତାଙ୍କ କଠିନ ପରିଶ୍ରମ ବୋଲି ସେ କହିଛନ୍ତି । ଅନ୍ତରାଷ୍ଟ୍ରୀୟ ଦିବସୀୟ ମ୍ୟାଚରେ ସବୁଠାରୁ ଶ୍ରେଷ୍ଠ ବୋଲର ହିସାବରେ ସାମି ବେଶ ପରିଚିତ । ଦକ୍ଷିଣ ଆଫ୍ରିକାର ପୂର୍ବତମ ଖେଳାଳି ଚାଲ୍ସ ଲେଙ୍ଗବେଲ୍ଟ ସାମୀଙ୍କ ଦେଶ ପ୍ରେମ ଏବଂ ଖେଳିବାର ପ୍ରଣାଳିକୁ ନେଇ ବେଶ ପ୍ରଭାବିତ ହୋଇଥିଲେ । ଅନ୍ୟପଟେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରିୟ ବୋଲର ପାଲଟିଛନ୍ତି ମହମ୍ମଦ ସାମି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0