ବନ୍ୟା ଗଲା, ଏବେ ବଜାରରେ ଆକାଶଛୁଆଁ ପରିବା ଦର । ଆଳୁ ଓ ପିଆଜ ଦର ବି ଆକାଶଛୁଆଁ ହେଲାଣି । ଅନ୍ୟ ପରିବା ଦର ପାଖାପାଖି ୬୦ରୁ ଅଧିକ ରହିଛି । କିଛି ପରିବା ଦର ଶହେ ଉପରେ ବି ଅଛି । ବନ୍ୟାରେ ଚାଷ ଉଜୁଡିଯିବା ଯୋଗୁଁ ପରିବା ଦର ଏଭଳି ଥିବା କୁହାଯାଉଛି । ଏପରିକି ଖରାଦିନିଆ ପରିବା ଭେଣ୍ଡି ଅନେକ ସ୍ଥାନରେ ୫୦ରୁ ଅଧିକ ରହିଥିବାବେଳେ ବାଇଗଣ, ଟମାଟ ଦର କିଲୋପ୍ରତି ୫୦ରୁ ଅଧିକ ଟଙ୍କା ରହିଛି । ପୋଟଳ, କାଙ୍କଡ, ଝୁଡଙ୍ଗ ଓ ବିନ ଭଳି ପରିବା ୭୦ ଉପରେ ଅଛି । ଅନ୍ୟ କିଛି ପରିବା ଶହେ ଉପରେ ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0