spot_img

ବିଦେଶକୁ ପିଆଜ ରପ୍ତାନୀ ଉପରେ କେନ୍ଦ୍ରର କଟକଣା

ଏଣିକି ଦେଶ ବାହାରକୁ ପିଆଜ ରପ୍ତାନୀ ହେବନି । ଏନେଇ ଅଧିସୂଚନା ଜାରି କରିଛି ଜିଜିଏଫଟି । ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଚାଷରେ ଉତ୍ପାଦନ ବହୁଳ ଭାବରେ ପ୍ରଭାବିତ ହୋଇଛି । ଦେଶ ବାହାରକୁ ପିଆଜ ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ ଲଗାଇଛନ୍ତି କେନ୍ଦ୍ର ସରକାର । ପିଆଜ ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular