spot_img

ଅଜଣାଗାଡ଼ି ଧକ୍କାରେ ଦ୍ୱିତୀୟ ବର୍ଷର ଛାତ୍ରଙ୍କ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ର ଜଣାଯାଇଛି ।
ସୂଚନା ଅନୁସାରେ, ମୃତକଜଣକ ହେଲେ ସ୍ଥାନୀୟ ରାଗଧା ଏସସିବି ଜୁନିଅର କଲେଜର ଦ୍ୱିତୀୟ ବର୍ଷର ଛାତ୍ର ଲିଟୁ ମୁର୍ମୁ । ସେ ପ୍ରାତଃ ଭ୍ରମଣ ପାଇଁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଲିଟୁଙ୍କର ଘର କେସିପୁର ଗୀର୍ଜା ନିକଟରେ ବୋଲି ଜଣାପଡ଼ିଛି କ୍ଷ ବାରିପଦା ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular