spot_img

ଦେଶରେ ଦିନକରେ ୯୨,୬୦୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୩ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ୯୨,୬୦୫ କରୋନା ଆକ୍ରାନ୍ତ ଚିହ୍ନଟ ଓ ୧୧୩୩ ମୃତ ହୋଇଛନ୍ତି । ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୪,୦୦,୬୧୯ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦,୧୦,୮୨୪ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁ ସଂଖ୍ୟା ୮୬,୭୫୨ ରହିଛି । ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୩,୦୩,୦୪୩ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୧ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୭୯.୨୮ ପ୍ରତିଶତ ରହିଛି । ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଭାରତ ଏବେ ବିଶ୍ୱରେ ଆଗରେ ରହିଛି । ତା ପଛକୁ ରହିଛି ଆମେରିକା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular