spot_img

ରାଜସ୍ଥାନରେ ଜାରି ହେଲା ୧୪୪ ଧାରା

ରାଜସ୍ଥାନ-ଦିନକୁ ଦିନ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ରାଜସ୍ଥାନ ସରକାର ୧୧ ଜିଲ୍ଲାର ମୁଖ୍ୟାଳୟରେ ସର୍ବସାଧାରଣ ସ୍ଥାନ ଗୁଡିକରେ ୧୪୪ ଧାରା ଜାରି କରିଛନ୍ତି । ଏଥିସହ ୫ଜଣ ଏକତ୍ରିତ ହେବା ଯାଗାରେ ମଧ୍ୟ ରୋକ ଲଗାଇଛନ୍ତି । ସୁଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ଶନିବାର ରାତିରେ ବସିଥିବା ବୈଠକ ରେ ଏହିଭଳି ନିଷ୍ପତ୍ତି ନିଆଯାଇଛି । ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ହେବା ଯୋଗୁଁ ଜୟପୁର ,ଯୋଧାପୁର,କୋଟା ଅଜମେରା ,ଅଲଫ୍ୱାର, ଭିଲଫ୍ୱାଡା,ବିକେନାରା , ଉଦୟପୁର,ସିକର ପାଲି , ଏବଂ ନାଗୈଗା , ଜିଲ୍ଲା ମୁଖ୍ୟାଳୟ , ଥିବା ସହରର ସର୍ବସାଧାରଣ , ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକମାନଙ୍କୁ ବଜାର, କାର୍ୟ୍ୟାଳୟ, ସର୍ବସାଧାରଣ ପରିବହନ, ପର୍ୟ୍ୟଟନସ୍ଥଳ ଆଦି ସ୍ଥାନରେ ‘ନୋ ମାସ୍କ, ନୋ ଏଣ୍ଟ୍ରି’ର ସଂକଳ୍ପକୁ ପାଳନ କରିବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular