spot_img

ଭୁବନେଶ୍ୱରରେ ଫାଙ୍କା ଅଛି ଆଇସିୟୁ ଓ ଭେଣ୍ଟିଲେଟର

ଭୁବନେଶ୍ୱର: ରାଜ୍ୟରେ ଯେପରି ଥମିବାର ନାମ ନେଉନି ମହାମାରୀ କରୋନା । ଏହାକୁ ଦୃଷ୍ଟିରେ ରଖି କରୋନା କଟକଣା କଡ଼ାକଡ଼ି କରିବା ସହ ଓ କୋଭିଡ୍ ହସ୍ପିଟାଲ ସଂଖ୍ୟା ବୃଦ୍ଧି କରାଯାଇଛି । ଭୁବନେଶ୍ୱରରେ ଥିବା ବିଭିନ୍ନ କୋଭିଡ଼ ହସ୍ପିଟାଲର ସ୍ଥିତି ନେଇ ସରକାର ସୂଚନା ଦେଇଛନ୍ତି । ହସ୍ପିଟାଲଗୁଡ଼ିକରେ ଥିବା ୫୩୪ ଟି ଆଇସିୟୁ ମଧ୍ୟରୁ ୨୭୪ଟି ଖାଲି ରହିଛି । ମୋଟ ୧୬୧୭ଟି ଜେନେରାଲ ବେଡରୁ ୪୧୦ଟି ଖାଲି ଅଛି । ମୋଟ ୧୯୫ଟି ଭେଣ୍ଟିଲେଟର ମଧ୍ୟରୁ ୧୦୨ଟି ଖାଲି ଅଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular