spot_img

ପୁତୁରାର ତୀରମାଡରେ ବଡବାପା ଗୁରୁତର

ଆନନ୍ଦପୁର: ଅନନ୍ଦପୁର ଥାନା ତରତରା ପଞ୍ଚାୟତ ପଣସଡିହା ଗାଁରେ ପୁତୁରାର ତୀର ମାଡରେ ବଡବାପା ଗୁରୁତର ଆହତ ହୋଇଛନ୍ତି । ମୁରଲୀ ନାୟକ ନାମକ ଜଣେ ବ୍ୟକ୍ତି ନିଜ ଘରେ ବସି ଟିଭି ଦେଖୁଥିବା ସମୟରେ ତାଙ୍କ ପୁତୁରା ମାନସିକ ଭାରସାମ୍ୟ ହରାଇ ତୀର ମାରିଥିଲା । ତୀରଟି ମୁରଲୀଙ୍କ ପେଟରେ ସମ୍ପୂର୍ଣ୍ଣ ରୂପେ ଗଳି ଯାଇଥିଲା । ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରକାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular