ବାଙ୍ଗାଲୋର: ଅଗକୁ ପାର୍ବଣ ଋତୁ ଆସୁଥିବାରୁ ଆମାଜନ କମ୍ପାନୀ ତାର ଡ଼େଲିଭରି ଷ୍ଟେସନ ସଂଖ୍ୟା ବୃଦ୍ଧି କରିଛି । ଏଥିପାଇଁ କମ୍ପାନୀ ୨୦୦ ନୂଆ ଡ଼େଲିଭରି ଷ୍ଟେସନ ବୃଦ୍ଧି କରିଛି । ଆମାଜନର ଡ଼େଲିଭରିକୁ ସୁଦୃଢ କରିବା ପାଇଁ ‘ଆଇ ହାଭ ସ୍ପେସ’ ଅଭିଯାନରେ କମ୍ପାନୀ ୩୫୦ ସହରର ୨୮,୦୦୦ରୁ ଅଧିକା କିରାନା ଦୋକାନକୁ ଯୋଡ଼ିଛି । ଏହି ଅଭିଯାନ ମାଧ୍ୟମରେ ଅନେକ ନିୟୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଆମାଜନ ଫ୍ଲେକ୍ସ କାର୍ଯ୍ୟକ୍ରମକୁ ମଧ୍ୟ କଂପାନୀ ୬୫ଟି ସହରକୁ ସମ୍ପ୍ରସାରିତ କରିସାରିଛି । ତେଣୁ ଏହି କାର୍ଯ୍ୟକ୍ରମ ଜରିଆରେ ଆମାଜନ ପ୍ୟାକେଜ ଡ଼େଲିଭରି ଦେଇ ଘଣ୍ଟାକୁ ୧୨୦ ରୁ ୧୪୦ ଟଙ୍କା ଆୟ କରିହେଉଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0