ଆଇପିଏଲ ତ୍ରୟୋଦଶତମ ସଂସ୍କରଣର ଆଜି ଦ୍ୱାଦଶତମ ମ୍ୟାଚ । କଲିକତା ନାଇଟ ରାଇଡ଼ର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଜି କଡ଼ା ଟକ୍କର ହେବାକୁ ଯାଉଛି । ତେବେ ଟସ ଜିତି ବୋଲିଂ ନିଷ୍ପତି ନେଲା ରାଜସ୍ଥାନ ରୟାଲ୍ସ । ତେବେ କଲିକତା ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ହାସଲ କରିଛି ।
.@rajasthanroyals have won the toss and they will bowl first against @KKRiders.#RRvKKR #Dream11IPL pic.twitter.com/MoDg7jCn5B
— IndianPremierLeague (@IPL) September 30, 2020
ସେହିପରି ଷ୍ଟିଭ୍ ସ୍ମିତଙ୍କ ନେତୃତ୍ୱାଧିନ ରାଜସ୍ଥାନ ରୟାଲ୍ସ ଆଜିର ମ୍ୟାଚ ଜିତି ହାଟ୍ରିକ ବିଜୟ ଲକ୍ଷର ଆଶା ରଖିଛି । ତେବେ ଅଭିଜ୍ଞ ଦିନେଶ କାର୍ତ୍ତୀକ ଓ ଷ୍ଟିଭ ଷ୍ମିତଙ୍କ ମଧ୍ୟରେ ଆଜିର ମ୍ୟାଚ ଅନ୍ୟତମ ଆକର୍ଷଣ ହେବାକୁ ଯାଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0