() ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ କରୋନା ପଜିଟିଭ । ଡାକ୍ତରଖାନାର ଜଣେ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ଅଭିଷେକଙ୍କୁ କରୋନାର ସାମାନ୍ୟ ଲକ୍ଷଣରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।

ଏହି ଖବର ସେୟାର କରିବା ସହ ଅଭିଷେକ ଟ୍ୱିଟ୍ କରି କହିଛନ୍ତି, “ବାପା ଏବଂ ମୁଁ Covid-19 ର ଟେଷ୍ଟ କରିବା ପରେ ଆମ ରିପୋର୍ଟ ପଜିଟିଭ୍ ଆସିଛି। କିନ୍ତୁ ଆମର ସାମାନ୍ୟ ଲକ୍ଷଣ ଥିବା କାରଣରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ …..



Visitors Today : 3
Total Visitors : 130169
Total Views : 9891615
Visitors Online Now : 0