spot_img

ଆଇଆଇସି ମହିଳା ଟି-୨୦ ଟିମ ରେକିଙ୍ଗରେ ତୃତୀୟ ନମ୍ବରରେ ପହଁଞ୍ଚିଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ନ୍ୟୁଜଲାଣ୍ଡକୁ ପଛରେ ପକାଇ ଟି-୨୦ ଟିମ ରେକିଙ୍ଗରେ ତୃତୀୟ ନମ୍ବରରେ ପହଁଞ୍ଚିଲା । ଅନ୍ୟପଟେ ଏକ ଦିବସୀୟ ମ୍ୟାଚ ରେକିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛି । ସୂଚନା ଅନୁସାରେ, ଅଷ୍ଟ୍ରେଲିଆ ଟି-୨୦ ରେକିଙ୍ଗରେ ପ୍ରଥମରେ ରହିଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular