ଭଦ୍ରକ : ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ ବେଳେ ଏହି ନନ୍ ଟ୍ରେଡ୍ ସିମେଣ୍ଟ ବୋଝେଇ ଟ୍ରକଟି ଧରାପଡିଛି । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା ନିକଟରେ ଗାଡିଟିକୁ ଅଟକାଇଥିଲେ । ସେଥିରେ ନନ୍ ଟ୍ରେଡ୍ ସିମେଣ୍ଟ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ସିଟି ଓ ଜିଏସଟି ବିଭାଗର ବାଲେଶ୍ବର ଟିମ୍ ଏହି ଚଢାଉ କରିଥିବା ସୂଚନା ମିଳିଛି । ୱେ ବିଲ୍ ନଥିବାରୁ ଗାଡିକୁ ଅଟକ ରଖିଥିବା ସୂଚନା ରହିଛି ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0