ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୯୫୮ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ
ଅନୁଗୁଳ ଜିଲ୍ଲାରୁ ୮ ଜଣ, ବାଲେଶ୍ୱର ୪୩ ଜଣ, ବରଗଡ ୧୩ ଜଣ, ଭଦ୍ରକ ୧୫ ଜଣ, ବଲାଙ୍ଗୀର ୨୪ ଜଣ, କଟକ ୮୨ ଜଣ, ଢେଙ୍କାନାଳ ୧୦ ଜଣ, ଗଜପତି ୨୩ ଜଣ, ଗଞ୍ଜାମ ୨୨୧ ଜଣ, ଜଗତସିଂହପୁର ୧୩ ଜଣ, ଯାଜପୁର ୧୨ ଜଣ, ଝାରସୁଗୁଡା ୨ଜଣ, କଳାହାଣ୍ଡି ୧୧ ଜଣ, କନ୍ଧମାଳ ୨୪ ଜଣ, କେନ୍ଦ୍ରାପଡା ୧୩ ଜଣ, କେନ୍ଦୁଝର ୧୨ ଜଣ, ଖୋର୍ଦ୍ଧା ୧୫୫ ଜଣ, କୋରାପୁଟ ୧୨ ଜଣ, ମାଲକାନ।ଗିରି ୧୨ ଜଣ, ମୟୁରଭଞ୍ଜ ୨୬ ଜଣ, ନବରଙ୍ଗପୁର ୭ ଜଣ, ନୟାଗଡ ୩୨ ଜଣ, ନୂଆପଡ଼ାରୁ ଜଣେ, ପୁରୀ ୬୫ ଜଣ, ରାୟଗଡା ୩୯ ଜଣ, ସମ୍ବଲପୁର ୨୪ ଜଣ, ସୁବର୍ଣ୍ଣପୁର ୯ ଜଣ, ବୌଦ୍ଧରୁ ୬ ଜଣ, ଦେବଗଡରୁ ଜଣେ, ସୁନ୍ଦରଗଡରୁ ୪୩ ଜଣଙ୍କ ମୃତ୍ୟୁ ହୋଇଛି ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0