ଅଯୋଧ୍ୟା : ଅଯୋଧ୍ୟାରେ ଭୂମିପୂଜା ସରିବା ପରେ ଦେଶର ବିଭିନ୍ନ ସ୍ତାନରୁ ଭକ୍ତମାନେ ବିଭିନ୍ନ ପ୍ରକାରର ଭେଟି ଦେଉଛନ୍ତି । ବତ୍ତମାନ ପର୍ଯ୍ୟନ୍ତ ଭେଟି ସ୍ୱରୂପ୧ କୋଟି ଟଙ୍କା ଆସିସାରିଲାଣି । ବୁଧୁବାର ଦିନ ତାମିଲନାଡୁ ପ୍ରସିଦ୍ଧ ରାମେଶ୍ୱରଙ୍କ ନିକଟରୁ ୬୧୩ କିଲୋ ଓଜନର ଏକ ଘଣ୍ଟା ଭେଟି ଦିଆଯାଇଛି । ଘଣ୍ଟା ଟି ବାଜିଲେ ଏହାର ଧ୍ୱନି ଅନେକ ଦୂର ଯାଏ ଶୁଭିବ । ଏହାକୁ ଲିଗାଲ ରାଇଟ କାଉନସିଲ ତରଫରୁ ଦିଆଯାଇଛି । ୧୭ ସେପ୍ଟେମ୍ବରରୁ ରାମେଶ୍ୱରରୁ ବାହାରି ଥିବା ରାମ ରଥଯାତ୍ରା ପ୍ରାୟ ୨୧ ଦିନର ଯାତ୍ରା କରି ଅଯୋଧ୍ୟାରେ ପହଁଞ୍ଚିିଥିଲା । ଏହି ଯାତ୍ରାରେ ୧୮ଜଣ ଲୋକ ସାମିଲ ଥିଲେ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0