spot_img

ଉତ୍ତରପ୍ରଦେଶ କାରାଗାରରେ ସବୁଠାରୁ ଅଧିକ ଅଛନ୍ତି ଇଞ୍ଜିନିୟର ଓ ସ୍ନାତକଧାରୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଜେଲ ମାନଙ୍କରେ ସବୁଠାରୁ ଅଧିକ ସଂଖ୍ୟକ ଇଞ୍ଜିନିୟର ଓ ସ୍ନାତକଧାରୀ ଅଛନ୍ତି । ତେବେ ‘ଏନସିଆରବି’ ର ‘କ୍ରାଇମ ଇନ ଇଣ୍ଡିଆ’ର ୨୦୧୯ ରିପୋର୍ଟରୁ ଏହା ଜଣାପଡିଛି । ସୂଚନାଅନୁସାରେ, ଉତ୍ତରପ୍ରଦେଶର ଜେଲ୍ମାନଙ୍କରେ ଥିବା ସମୁଦାୟ ୩, ୭୪୦ କଏଦୀଙ୍କ ମଧ୍ୟରୁ ୭୨୭ଜଣ ଇଂଞ୍ଜିନିୟରିଙ୍ଗ୍ରେ ଡିପ୍ଲୋମା ରହିଛି। ସେହିଭଳି ମହାରାଷ୍ଟ୍ର ଜେଲ୍ମାନଙ୍କରେ ୪୯୫ଜଣ ଏବଂ କର୍ଣ୍ଣାଟକ ଜେଲ୍ମାନଙ୍କରେ ୩୬୨ ଜଣ ଇଞ୍ଜିନିୟର୍ କଏଦୀ ଅଛନ୍ତି । ସମଗ୍ର ଦେଶର ଜେଲ୍ରେ ଥିବା ୫,୨୮୨ଜଣ ସ୍ନାତକୋତ୍ତର କଏଦୀଙ୍କ ମଧ୍ୟରୁ ୨,୦୧୦ ଜଣ ସ୍ନାତକୋତ୍ତର ଉତ୍ତରପ୍ରଦେଶରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular