କଟକ : ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଉଦ୍ୟାନ କୃଷି ଅଧିକାରୀ ରମେଶ ଚନ୍ଦ୍ର ଚନ୍ଦ୍ର ଦାସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଟିମ୍ ଚଢାଉ କରିଛି। କଟକ ଓ ଜଗତସିଂହପୁରରେ ୫ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି। କଟକ ବିଡାନାସୀ ଜ୍ୟୋତିବିହାରସ୍ଥିତ ଦୁଇ ମହଲା ବାସଭବନ, ବିଡାନାସୀ ରୋଡ ନିକଟ ତିନି ମହଲା ଘର, ସିଡିଏସ୍ଥିତ ଦୁଇ ମହଲା ଘର, ଜଗତସିଂହପୁର ଏରସମା ବଜାର ନିକଟ ଦୁଇ ମହଲା ଘରେ ରେଡ୍ ହୋଇଛି। ଏହାସହ କଟକ ଝୋଲାସାହି ୟୁ.ପି ସ୍କୁଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଛି। ଝୋଲାସାହି ୟୁ.ପି ସ୍କୁଲରେ ପ୍ରଧାନଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ରମେଶଙ୍କ ପତ୍ନୀ।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0