ମୁମ୍ବାଇ: ଫିଲ୍ମ ଥଲାଇବିକୁ ନେଇ ଚର୍ଚ୍ଚରେ ଅଛନ୍ତି ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱାତ । ଫିଲ୍ମଟି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନି ଉପରେ ଆଧାରିତ । ଫିଲ୍ମରେ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ ବଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରି କଙ୍ଗନା ରଣାୱାତ ।

କଙ୍ଗନାଙ୍କର ଏହି ଲୁକ କୁ ନେଇ ଚର୍ଚ୍ଚା ହେଉଥିବା ବେଳ ଠିକ ଏହି ସମୟରେ କଙ୍ଗନା ନିଜର ସୋସିଆଲ ମିଡ଼ିଆରେ ଥଲାଇବି ସୁଟିଙ୍ଗି ସେଟର କିଛି ଫଟୋ ସେୟାର କରିଛନ୍ତି ।
With the blessings of Jaya Ma we completed one more schedule of Thalaivi- the revolutionary leader. After corona many things are different but between action and before cut nothing changes. Thank you team @vishinduri @ShaaileshRSingh #ALVijay pic.twitter.com/CghmfK0JQf
— Kangana Ranaut (@KanganaTeam) October 11, 2020
ଫଟୋ ସେୟାର କରି ଲେଖିଛନ୍ତି ଜୟା ମାଙ୍କ ଆଶର୍ବାଦରୁ ଫିଲ୍ମ ଥଲାଇବିର ଆଉ ଏକ ସିଡ଼ୁ୍ୟଲ ପୁରା ହୋଇଛି । କରୋନା ସମୟରେ ବହୁତ କିଛି ବଦଳି ଯାଇଛି । କିନ୍ତୁ ଆକ୍ସନ ଏବଂ କଟ ମଧ୍ୟରେ କିଛିବି ପରିବତ୍ତନ ହୋଇନି ।ଏଥି ସହିତ ଥଲାଇବିର ପୁରା ଟିମକୁ ସେ ଧନ୍ୟବାଦ ମଧ୍ୟ ଜଣାଣଛନ୍ତି । ଫିଲ୍କଟି ଖୁବଶୀଘ୍ର ରିଲିଜ ହେବାର ସମ୍ଭାବନା ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0