ନୂଆଦିଲ୍ଲୀ: ଆମେରିକାର ଦୁଇ ଜଣ ବ୍ୟକ୍ତିଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେମାନେ ହେଲେ ପଲ୍ ଆର ମିଲଗ୍ରମ୍ ଏବଂ ରବୋର୍ଟ ବି ଓ୍ୱିଲସନ । ତେବେ ଇମ୍ପ୍ରୁଭମେଣ୍ଟସ ଟୁ ଅକ୍ସସନ ଥିଓରି’ ଏବଂ ‘ଇନଭେନସନ୍ ଅଫ୍ ନ୍ୟୁ ଅକ୍ସନ ଫର୍ମାଟ୍’ ପାଇଁ ଏହି ଦୁଇ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0