ବାଙ୍କୀ: ବଜ୍ରପାତରେ ଚାଲିଗଲା ଦୁଇ ଜୀବନ । ବାଙ୍କୀ ଦୋଲଣାପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଲିପୁ ପରିଡା ଓ ଧାଡ଼ିଆ ସାହୁ ।

Visitors Today : 0
Total Visitors : 130175
Total Views : 9891622
Visitors Online Now : 0