spot_img

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ନେହା

ମୁମ୍ବାଇ:ଅକ୍ଟୋବର ୨୬ରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବଲିଉଡ଼ର ଚର୍ଚ୍ଚିତ ଗାଇକା ନେହା କକ୍କର । ପଟିଆଲାର ରହୁଥିବା ରୋହନପ୍ରିତଙ୍କୁ ବିବହ କରିବେ ନେହ । ତେବେ ଏହି ବିବାହ ଦୀଲ୍ଲିରେ ହେବ ବୋଲି ଖବର ମିଳିଛି । ରୋହନପ୍ରୀତ ୨୦୦୮ରେ ସା ରେ ଗା ମା ପା ଲିଟିଲ୍ ଚାମ୍ପସ ଜରିଆରେ ଚର୍ଚ୍ଚାକୁ ଆସିଥିଲେ।

ତେବେ ନେହାଙ୍କ ସହ ତାଙ୍କ ସଂପର୍କ କେମିତି ଆରମ୍ଭ ହୋଇଥିଲା ସେ ନେଇ ନେହା କିଛି କହିନଥିଲେ ମଧ୍ୟ ରୋହନପ୍ରୀତଙ୍କ ସହ ପ୍ରେମ ସଂପର୍କ ଥିବା କଥା ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଜଣାଇଥିଲେ। ଏହା ସହ ୰ନେହୁଦାବ୍ୟାହା ଲେଖି ସେ ନିଜର କିଛି ଫଟୋ ପୋଷ୍ଟ କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular