spot_img

ବିହାର ନିର୍ବାଚନ ପାଇଁ ରାଜ୍ୟରେ ଦୁଇଟି ରାଲି କରିବେ ରାହୁଲ ଗାନ୍ଧି

ପାଟନା: ଆସନ୍ତା ଅକ୍ଟୋବର ୨୮ରେ ବିହାର ନିର୍ବାଚନର ପ୍ରଥମ ପର୍ଯାୟ ଆରମ୍ଭ ହେବାକୁ ଯାଉଛି । ତେବେ ଏନେଇ ସମସ୍ତ ରାଜନୈତିକ ଦଳଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳିଛି । ଇତି ମଧ୍ୟରେ କଂଗ୍ରେସ ଦଳର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ୨୩ ଅକ୍ଟୋବର ରେ ନିର୍ବାଚନ ପ୍ରଚାର ପାଇଁ ଦୁଇଟି ରାଲିରେ ସମ୍ବଧିତ କରିବେ । ଅନ୍ୟପଟେ ଭାରତୀୟ ଜନତା ପାଟି ନିଜର ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ଗୀତର ବ୍ୟବହାର କରୁଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular