spot_img

ଟ୍ରମ୍ପଙ୍କ ପ୍ରତିପକ୍ଷ ଜୋ ବିଡେନଙ୍କୁ ସମର୍ଥନ କଲେ ଆମେରିକୀୟ ଏହି ସେଲିବ୍ରିଟି ଦମ୍ପତି

ୱାଶଂଟନ: ଆମେରିକା ନିର୍ବାଚନ ଘନେଇ ଆସୁଥିବା ବେଳେ ସେଲିବ୍ରିଟି ଦମ୍ପତି ଜେନିଫର ଲୋପେଜ୍ ଓ ଆଲେକ୍ସ ରୋଡ୍ରିଗ୍ଜ ଟ୍ରମ୍ପଙ୍କ ପ୍ରତିପକ୍ଷ ଜୋ ବିଡେନ୍ଙ୍କୁ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛନ୍ତି ।ତେବେ ଏନେଇ ପୂର୍ବତନ ଉପରାଷ୍ଟ୍ରପତି ଜୋଙ୍କ ପତ୍ନୀ ଜିଲ୍ ବିଡେନଙ୍କ ସହ ଭିଡିଓ କନଫରେନ୍ସଂରେ ଲୋପେଜ୍ ଓ ରୋଡ୍ରିଗ୍ଜ ଏଭଳି ଘୋଷଣ କରିଥିବାର ସୂଚନା ମିଳିଛି । ଏହା ବ୍ୟତୀତ ସେଲିବ୍ରିଟି ଦମ୍ପତି କରୋନା ପରିସ୍ଥିତି, ଆମେରିକାର ଅର୍ଥନୀତି, ବର୍ଣ୍ଣବୈଷମ ଓ ଲାଟିନୋ ସମ୍ପ୍ରଦାୟକୁ ଭୋଟ୍ ଦେବାର ଭୂମିକା ଉପରେ ମଧ୍ୟ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular