ଭୁବନେଶ୍ୱର: ଯୁକ୍ତ୨ କଲେଜରେ ନାମଲେଖା ଶେଷ ହୋଇଛି। ପ୍ରଥମ ଓ ଦ୍ବିତୀୟ ପର୍ୟ୍ୟାୟ ନାମଲେଖା ପରେ ସ୍ପଟ୍ ନାମଲେଖା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୨୦୩୨ କଲେଜର ୪ ଲକ୍ଷ ୪୦ ହଜାର ୬୧୮ ସିଟ ମଧ୍ୟରୁ ୩ ଲକ୍ଷ ୧୭ ହଜାର ୭୨୩ ସିଟ ପୂରଣ ହୋଇଛି। ଆଉ ୧ ଲକ୍ଷ ୨୨ ହଜାର ୮୯୫ ସିଟ ଖାଲି ରହିଥିବା ସୂଚନା ମିଳିଛି।



Visitors Today : 1
Total Visitors : 130182
Total Views : 9891633
Visitors Online Now : 0