ଭୁବନେଶ୍ୱର: ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବ RTO ଅଫିସ୍। ଏନେଇ ଏସଟିଏ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ୨୪ ଏବଂ ୨୬ ତାରିଖ ଦିନ ସମସ୍ତ RTO ଅଫିସ୍ ଖୋଲା ରହିବ। ଉଭୟ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ୨ ଘଣ୍ଟା ଖୋଲା ରହିବ।

Visitors Today : 3
Total Visitors : 130426
Total Views : 9891957
Visitors Online Now : 1