spot_img

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ତେଲ ଟ୍ୟାଙ୍କର

ଖଲ୍ଲିକୋଟ : ଗଞ୍ଜାମ ଛତ୍ରପୁର ଗ୍ରୀଡ୍ ଛକ ନିକଟରେ ଟ୍ରକ୍ ପଛରେ ଏକ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା ଦୁର୍ଘଟଣାରେ ଟ୍ରକ୍ ଚାଳକ ରାଜେଶ ଯାଦବ ଗୁରୁତର ଆହତ ହୋଇ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ ଖବର ପାଇଁ ଛତ୍ରପୁର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଚାଳକକୁ ଉଦ୍ଧାର କରିଥିଲେ ତାଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular