ନୂଆଦିଲ୍ଳୀ: ଇଞ୍ଜିନିୟରିଂ ପାଠ୍ୟକ୍ରମର ନାମଲେଖା ପାଇଁ ହେଉଥିବା ଜେଇଇ ମେନ୍ ପରୀକ୍ଷା ଏବେ ଆଞ୍ଚଳିକ ଭାଷାରେ ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୱାଲ । ଏନେଇ ଜେଇଇ ଅଧିନ ଯୁଗ୍ମ ନାମଲେଖା ବୋର୍ଡ ବା ଜେଏବି ବୈଠକରେ ନିଷ୍ପତ୍ତି ହୋଇଛି । ବିଶେଷ କରି ନୂତନ ଜାତୀୟ ଶିକ୍ଷାନୀତି ଢାଞ୍ଚାରେ ଜେଇଇର ମେନ ପରୀକ୍ଷା ପରିଚାଳନା କରାଯିବ । ଏହା ଦ୍ୱାରା ପରୀକ୍ଷାର୍ଥୀମାନେ ଉତ୍ତମ ପ୍ରଦର୍ଶନ କରିପାରିବା ସହ ସଫଳତା ହାର ଅଧିକ ରହିବ ବୋଲି ଆଶା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।



Visitors Today : 5
Total Visitors : 130180
Total Views : 9891630
Visitors Online Now : 0