ମାଲକାନଗିରି: ଆଜି ସକାଳେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର୍ ଦେଖିବାକୁ ମିଳିଛି। ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସମିତି ପକ୍ଷରୁ ମାଓବିରୋଧୀ ପୋଷ୍ଟର୍ ଲଗାଯାଇଥିବା ଜଣାଯାଇଛି। ପୁଲିସ ଇନଫର୍ମର୍ ସନ୍ଦେହରେ ସାଧାରଣ ଲୋକଙ୍କୁ ମାଓବାଦୀମାନେ ହତ୍ୟା କରିବା ସହ ନିର୍ୟାତନା ଦେଉଥିବା ଏଥିରେ ଲେଖା ଅଛି।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0