ଦୁବାଇ: ଭାରତୀୟ ଦଳର କ୍ୟାପଟେନ ବିରାଟ କୋହଲି ଚଳିତ ବର୍ଷ ଆଇପିଏଲରେ ୨୦୦ ଛକା ପୂରଣ କରିଥିଲେ । ଏହା ସହ ତୃତୀୟ ଭାରତୀୟ ଖେଳାଳି ଭାବେ କ୍ଲବରେ ସାମିଲ ହେଲେ କୋହଲି । ପୂର୍ବରୁ ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଏହି କ୍ଲବରେ ଯୋଗ ଦେଇଥିଲେ । ଏହି ମାଇଲ ଖୁଣ୍ଟ ଛୁଇଁବାକୁ କୋହଲି ୧୮୮ ମ୍ୟାଚ ଓ ୧୮୦ ପାଳି ନେଇଥିଲେ । ତେବେ ମୋଟ ଟେଣ୍ଟି-୨୦ରେ ୩୦୦ ଛକା ମାରିବାକୁ ସେ ଏବେ ମାତ୍ର
୪ ଛକା ଦୂରରେ ଅଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0