ଭୁବନେଶ୍ୱର: ଆସନ୍ତା ନଭେମ୍ବର ତୃତୀୟ ସପ୍ତାହରେ ବିଧାନସଭାର ଶୀତ ଅଧିବେଶନ ବସିବ। ତେବେ ଏଥର ବି କୋଭିଡ କଟକଣା ଭିତରେ ବୈଠକ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଧାନସଭା କାର୍ୟ୍ୟବିଧି ପରିଚାଳନା ନିୟମ ଅନୁସାରେ ବର୍ଷକୁ ୬୦ଦିନ ବୈଠକ ନିଶ୍ଚିତ ବସିବ। ଚଳିତବର୍ଷ ଏଯାଏ ମୋଟ ୨୦ଟି ବୈଠକ ଅନୁଷ୍ଠିତ ହୋଇଛି। ନଭେମ୍ବର ୧୫ ତାରିଖରୁ ୧୯ ତାରିଖ ମଧ୍ୟରେ ଯେ ଅଧିବେଶନ କରିବା ଲାଗି କସରତ ଚାଲିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0