spot_img

ଡିସେମ୍ବରରେ ଓଡିଶା ପ୍ରଶାସନିକ ସେବା ମୁଖ୍ୟ ଲିଖିତ ପରୀକ୍ଷା

ଡିସେମ୍ବର ୭ ତାରିଖରୁ ୩୧ ତାରିଖ ପର୍ୟ୍ୟନ୍ତ ଓଡ଼ିଶା ପ୍ରଶାସନିକ ସେବା ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓସିଏସ୍-୨୦୧୯ର ପ୍ରିଲିମନାରି ପରୀକ୍ଷାଫଳ ଜୁନ୍ ୨୪ ତାରିଖରେ ପ୍ରକାଶ ପାଇଥିବା ବେଳେ ୧୮୮୦ ଜଣ ସେଥିରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନେ ଏହି ମୁଖ୍ୟ ଲିଖିତ ପରୀକ୍ଷା ଦେବେ। ଏବେ ଡିସେମ୍ବର ୭ରୁ ପରୀକ୍ଷା ହେବ ବୋଲି କାର୍ୟ୍ୟସୂଚୀ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular