ଭୁବନେଶ୍ୱର : ଓଡିଶାରେ କରୋନା ରି-ଇନଫେକ୍ସନ । କିନ୍ତୁ ବହୁତ କମ । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଦଶକ । ଆଇଏଲଏସରେ କିଛି ବ୍ୟକ୍ତିଙ୍କର ଟେଷ୍ଟିଂ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ରୁ୪ ଜଣଙ୍କର ରି-ଇନଫେକ୍ସନ ହୋଇଛି । ରାଜ୍ୟରେ ସେକେଣ୍ଡ ୱେଭ ସମ୍ଭାବନା ରହିଛି । ତେଣୁ ଲୋକକେ ସଚେତନ ରହିବା ଦରକାର ବୋଲି ଅଜୟ ପରିଡ଼ା ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି, ଶୀତରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି। ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି। ତେଣୁ ସଜାଗ ନରହିଲେ ବଢ଼ିବ। ବର୍ତ୍ତମାନ ସଂକ୍ରମଣ କମିଛି। ଦୈନିକ ୧୫ଶହ ପାଖାପାଖି ରହିଛି। ପୂଜାରେ ବଢ଼ିବାର ଆଶଙ୍କା ଥିଲା। କିନ୍ତୁ ଲୋକଙ୍କ ସହଯୋଗ ଯୋଗୁଁ କମିଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0