ପାଟଣା: ସାରା ଦେଶର ଆଖି ଏବେ ବିହାର ନିର୍ବାଚନ ଉପରେ । ଦ୍ବିତୀୟ ଚରଣ ମତଦାନ ପୂର୍ବରୁ ପ୍ରତି ଦଳର ହେଭିଓ୍ବେଟ୍ ନେତା ଜୋରଦାର ପ୍ରଚାର କରୁଛନ୍ତି। ଆରଜେଡି ନେତା ତେଜସ୍ବୀ ଯାଦବ ଗୋଟିଏ ରାଲିରେ ନିଜ ପ୍ରାର୍ଥୀଙ୍କ ନାଁ ଭୁଲ କହିଦେଇଥିଲେ। ଆରଜେଡି ନେତା ଜେଜ୍ବସୀଙ୍କ ଏହି ଭୁଲକୁ ଉପସ୍ଥିତ ଜନତା ସହଜରେ ଗ୍ରହଣ କରିପାରି ନଥିଲେ। ଉପସ୍ଥିତ ଜନତା ପ୍ରାର୍ଥୀଙ୍କ ନାମ ଠିକ କହିଥିଲେ ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0