ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ସ୍ୱିକାର କରିଥିବା ପାକିସ୍ଥାନକୁ ତୁରନ୍ତ ବ୍ଲାକ ଲିଷ୍ଟ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବ ସେନା ମୁଖ୍ୟ ଭିକେ ସିଂହ କହିଛନ୍ତି । ସୂଚନା ଅନୁସାରେ, ପୁଲୱାମାରେ ଭାରତୀୟ ଯବାନଙ୍କ ଉପରେ ହୋଇଥିବର ଆକ୍ରମଣ ସଂପୂର୍ଣ୍ଣ ଭାବେ ପାକିସ୍ଥାନ ପ୍ରାୟୋଜିତ ଥିବା ପାକିସ୍ଥାନ ସ୍ୱିକାର କରିଥିବାରୁ ଏହି ଆକ୍ରମଣକୁ ନେଇ ଭାରତରେ ଯେଉଁ ବିରୋଧୀ ଦଳ ନେତାମାନେ ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇଲେ ସେମାନଙ୍କୁ ଜୋତାରେ ମାରିବା ଉଚିତ ବୋଲି ଭିକେ ସିଂହ କହିଛନ୍ତି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0