ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୧୬ ଜଣ ସଂଗୋରଧ ଓ ୫୮ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଜରିଆରେ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱର ଆଜି ୨୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Update on newly detected #COVID19 cases in the last
24 hrs under the BMC area on 2nd Nov (till 9am) pic.twitter.com/lruu7U4e9f— BMC (@bmcbbsr) November 2, 2020
ସୂଚନାଅନୁସାରେ ରାଜଧାନୀରେ ବର୍ତ୍ତମାନ ସୁିଦ୍ଧା ମୋଟ ୨୯୩୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୬୩ଟି ଆକ୍ଟିଭ କେସ ରହିଥିବା ବେଳେ ୨୭୯୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୬୮ ଜଣଙ୍କର ମୃତୁ୍ର ହୋଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0