spot_img

ଭଇରାଲ ନେହାଙ୍କ କରୱାଚୌଥ ଫଟୋ

ସୋସିଆଲ ମିଡ଼ିଆରେ ଭାଇରାଲ ନେହା କକ୍କରଙ୍କ କରୱାଚୌଥର ଫଟୋ । କରୱାଚୌଥର କିଛି ମୂହୁତ୍ତନେହା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଫଟୋରେ ନେହା ରେଡ଼କଲର ସୁଟ ପିନ୍ଧିଥିବା ବେଳେ ରୋହନ ଲାଲ ରଙ୍ଗର ପଗଡ଼ି ସହ ହ୍ୱାଇଟକଲର କୁର୍ତାରେ ନଜର ଆସିଥିଲେ ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular